ଶ୍ରୀ ମନ୍ଦିର ଶହେ ମିଟର ମଧ୍ଯରେ ହୋଇପାରିବ ନାହିଁ ସ୍ଥାୟୀ ନିର୍ମାଣ;ଏନଏମଏ!

କେବଳ ସେତିକି ନୁହେଁ,୧୦୦ ମିଟର ମଧ୍ୟରେ ହେଉଥିବା ଇନଫରମେସନ ଓ ଡୋନେସନ କିଓସ୍କ, ଫାଷ୍ଟଏଡ୍ ସେଣ୍ଟର, ପୋଲିସ ସର୍ଭିସ ସେଣ୍ଟର ଏବଂ ଏଟିଏମ କିଓସ୍କକୁ ମଧ୍ୟ ପ୍ରୋହିବିଟେଡ ଏରିଆ ବାହାରକୁ ନେବାକୁ କହିଛି ଏନଏମଏ। ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର ତା-୨୦-୦୯-୨୦୨୨ କିଛି ଦିନ ପରେ ପୁଣି ଥରେ ଚର୍ଚ୍ଚା ଓ ଆଲୋଚନାକୁ ଫେରିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ।ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରୋହିବିଟେଡ୍ ଏରିଆ ବାହାରେ ହେବ ରିସେପସନ୍ ସେଣ୍ଟର।ସଂରକ୍ଷିତ ଐତିହ୍ୟ ସ୍ଥଳ ଠାରୁ ୧୦୧. ୫୦ ମିଟର ଦୂରତାରେ … Continue reading ଶ୍ରୀ ମନ୍ଦିର ଶହେ ମିଟର ମଧ୍ଯରେ ହୋଇପାରିବ ନାହିଁ ସ୍ଥାୟୀ ନିର୍ମାଣ;ଏନଏମଏ!